ବିଜେପିର ବିଏମ୍‌ସି ନିର୍ବାଚନ ପାଇଁ ମାନସମନ୍ଥନ

ଭୁବନେଶ୍ୱର: ଆଗକୁ ବିଏମ୍‌ସି ନିର୍ବାଚନ ଥିବାରୁ ବିଜେପିର ରଣନୀତି କ’ଣ ହେବ, ସେନେଇ ଆଜି ଦଳର ଭୁବନେଶ୍ବର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ମାନସମନ୍ଥନ ହୋଇଛି। ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ଯୋଗଦେଇ କହିଛନ୍ତି ଯେ ରାଜ୍ୟ ସରକାର ଓ ବିଏମ୍‌ସି କର୍ତ୍ତୃପକ୍ଷ ରାଜଧାନୀବାସୀଙ୍କ ସମସ୍ୟାର ସମଧାନ ପ୍ରତି ଆଖି ବୁଜି ଦେଇଛନ୍ତି। ଯେଉଁଥିପାଇଁ ରାଜଧାନୀବାସୀ ଦୁର୍ଦ୍ଦଶାରେ ଅଛନ୍ତି। ଆସନ୍ତା … Continue reading ବିଜେପିର ବିଏମ୍‌ସି ନିର୍ବାଚନ ପାଇଁ ମାନସମନ୍ଥନ